Government Schemes- Wednesday, January 30, 2019 - 23:37

Title: 
ପାରମ୍ପରିକ ଡାଙ୍ଗ।ର ଯନ୍ତ୍ରିକିକରଣ
Description: 
ଇଚ୍ଛୁକ ପାରମ୍ପରିକ ଡଙ୍ଗା ର ମାଲିକ ,ସରକାରୀ ସାହାଯ୍ୟରେ ୫ ବର୍ଷତଳେ ଇଞ୍ଜିନ ନେଇଥିବା ଡଙ୍ଗା ମାଲିକ ମାନେ ସମରୁକ୍ତ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏନକେ ନିକଟରେ ୧୦ ଅଶ୍ଵ ଶକ୍ତି ବିଶିଷ୍ଟ ଇଞ୍ଜିନ ପାଇଁ ତୁରନ୍ତ ଆବେଦନ କରନ୍ତୁ।
Regional Title: 
Motorisation of traditional craft
Description: 
Interested traditional,and motorised boat owne having 5 years of their inginer -Please apply to respective Addl. Fisheries Officer marine for assistance under the scheme.Subsidy is available.
State: