Government Schemes- Tuesday, January 15, 2019 - 23:01

Title: 
ସଞ୍ଚୟଓ ରିହାତି ଯୋଜନା
Description: 
ଏହି ଯୋଜନାଟି ସାମୁଦ୍ରିକ ମତ୍ସ୍ୟଜୀବୀ ଙ୍କ ମାଛଧରା ବନ୍ଦ ସମୟରେ ଉଦିଷ୍ଟମତ୍ସ୍ୟଜୀବୀଙ୍କୁ ସହାୟତ। ଦେବ। ପାଇଁ ଉଦିଷ୍ଟ। ଏହି ଯୋଜନରେ ମତ୍ସ୍ୟଜୀବୀ,ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମ ପରିମାଣର ଅର୍ଥ ପ୍ରଦାନ କରିଥାନ୍ତି। ପ୍ରତ୍ୟେକ ଟ୧୫୦୦/- ଲେଖାଏଁ ଅଟରିକ୍ତ ମତ୍ସ୍ୟ ଅଧିକାରୀଙ୍କ ବ୍ଯାଙ୍କ ଖାତାରେ ପ୍ରାଥମିକ ସାମୁଦ୍ରିକ ମତ୍ସ୍ୟଜୀବୀ ସମିତି ମାଧ୍ୟମରେ ଜୁଲାଇ ମାସ ଠାରୁ ମାର୍ଚ ମାସ ମଧ୍ୟରେ ମାସିକ କିସ୍ତିରେ ଜମା କରିଥାନ୍ତି। ସମୁଦାଯ ଟ ୪୫୦୦/- ତିନି କିସ୍ତିରେ ମାର୍ଚ ମାସଠାରୁ ମତ୍ସ୍ୟଜୀବୀ ମାନଙ୍କୁ ଦିଆଯାଇଥାଏ । ନିମ୍ନଲିଖିତ ମତ୍ସ୍ୟଜୀବୀମାନେ ଏହି ଯୋଜନାରେ ସମିଲି ହୋଇପାରିବେ। ୧-ସେ ଜେନ ସକ୍ରିୟ ମତ୍ସ୍ୟଜୀବୀ ହୋଇଥିବେ। ୨-ସେ ଜେନ ମତ୍ସ୍ୟଜୀବୀ ସମବାଯ ସମିତି ର ସଭ୍ୟ ହୋଇଥିବେ। ୩-ସେ ଦାରିଦ୍ର୍ୟ ସୀମା ରେଖାତଳେ ରହିଥିବା ଦରକାର । ସେ ୧୮-୬୦ ବର୍ଷ ମଧ୍ୟରେ ହୋଇଥିବା ଦରକାର। ୪-
Title: 
ପାରମ୍ପରିକ ଡାଙ୍ଗର ଯ।ନ୍ତ୍ରିକିକରଣ
Description: 
ଆଉଟବୋଡ ଓ ଇନ ବୋଡ ଇଞ୍ଜିନ ୧୦ ଅଶ୍ଵଶକ୍ତି ମଧ୍ୟରେ ବ୍ଯାଙ୍କ ମଧ୍ୟମରେ କିଣିଲେ ଏକ ଲକ୍ଷ୍ ଷାଠିଏ ହଜାର ତାଙ୍କର ରିହାତି ନୀଳ ବିପ୍ଲବ ଯୋଜନରେ ପାଇ ପାରିବେ। ପାଞ୍ଚ ବର୍ଷ ମଧ୍ୟରେ ଠାରେ ଜଣେ ହିତାଧିକାରୀ ଆଉଥରେ ଏହି ୟୋଜନାର ଲାଭ ନେଇ ପାରିବେ। ତାଙ୍କର ବୈଧ ଲାଇସେନ୍ସ ଥିବା ଦରକାର।
State: